ମହିଳାଙ୍କୁ ଗଳା କାଟି ହତ୍ୟା

ଛତ୍ରପୁର : ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିରେ ବିଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କୁ ଗଳା କାଟି ହତ୍ୟା। ଘର ଛାତ ପଟେ କିଛି ଦୁର୍ବୃତ୍ତ ଆସି ହତ୍ୟା କରିଥିବା କୁହାଯାଉଛି। ମହିଳା ଜଣଙ୍କ ଏକୁଟିଆ ରହିଥିବା ବେଳେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି। ସୂଚନାନୁଯାୟୀ, ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିର ରାଧାସ୍ୱାମୀ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ (୫୧ ବର୍ଷ)ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛନ୍ତି। … Continue reading ମହିଳାଙ୍କୁ ଗଳା କାଟି ହତ୍ୟା