32.1 C
Bhubaneswar
Thursday, March 28, 2024
Homeଓଡିଶାଘାସ ବାଛୁଥିବା ସମୟରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଘାସ ବାଛୁଥିବା ସମୟରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

କୋରପୁଟ: କୋରପୁଟ ଜିଲ୍ଲାର ପୋଟାଙ୍ଗି ଥାନା ଅନ୍ତର୍ଗତ ଗାଙ୍ଗରାଜ ପୁର ଗ୍ରାମପଞ୍ଚାୟତ ର ସିତରାଇ ଗ୍ରାମର ରାମାଣା ପାଙ୍ଗିଙ୍କ ସ୍ତ୍ରୀ କମଳା ପାଙ୍ଗି(୩୭) ମାଣ୍ଡିଆ ପସଲ ଚାଷ ଜମିରେ ଘାସ ବାଛୁଥିବା ସମୟରେ ହଠାତ ବଜ୍ରପାତରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ପୋଟାଙ୍ଗି ଥାନାରେ ମୃତ ମହିଳା ଙ୍କ ସ୍ୱାମୀ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking