ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀକୁ ହତ୍ୟା !

ଭଞ୍ଜନଗର: ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ । ବଡଗଡ ଥାନା ରୁଗୁମ ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ସହ ବଚସା କରିଥିଲା ସ୍ୱାମୀ । ଯୁକ୍ତିତର୍କ ପରେ ଗୁଡିଆମ୍ବ ଛକକୁ ପଳାଇ ଆସିଥିଲେ ମହିଳା । ପଛେ ପଛେ ସ୍ୱାମୀ ଆସି ପୁଣି ଯୁକ୍ତିତର୍କ ସହ ହାଣି ଦେଇଥିଲା । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା ଜାରି । ପାକିସ୍ତାନର … Continue reading ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀକୁ ହତ୍ୟା !