38.1 C
Bhubaneswar
Tuesday, April 23, 2024
Homeଓଡିଶାରାସ୍ତାରେ ଗଛ ପଡିଥିବାରୁ ଯାଇପାରିଲେନି ହସ୍ପିଟାଲ, ଅଗ୍ନିଶମ ଗାଡିରେ ଶିଶୁକନ୍ୟା ଜନ୍ମଦେଲେ ମହିଳା

ରାସ୍ତାରେ ଗଛ ପଡିଥିବାରୁ ଯାଇପାରିଲେନି ହସ୍ପିଟାଲ, ଅଗ୍ନିଶମ ଗାଡିରେ ଶିଶୁକନ୍ୟା ଜନ୍ମଦେଲେ ମହିଳା

କେନ୍ଦ୍ରାପଡ଼ା : ଉଦ୍ଧାର ହେଲେ ଗର୍ଭବତୀ । ସୁରକ୍ଷିତ ଭାବେ ଅଗ୍ନିଶମ ବିଭାଗ ଗାଡି ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜାନାହାରା ଗାଁରେ ଶିଶୁଟି ଜନ୍ମ ହୋଇଛି। ରାସ୍ତାରେ ଗଛ ପଡିଥିବାରୁ ସେ ହସ୍‌ପିଟାଲ ଯାଇପାରିନଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତା ସଫା କରିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।
https://onakhabar.com/2020/05/20/three-years-child-dead-from-bhadrak/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking