ଡା଼କ୍ତରଖାନା ପରିସରରେ ଗଣଦୁଷ୍କର୍ମ,୩ ଗିରଫ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣି ଠାରେଥିବା ବାବା ସାହେବ୍ ଆମ୍ବେଦକର୍ ଡା଼କ୍ତରଖାନା ପରିସରରେ ଘଟିଯାଇଛି ଏହି ଅମାନୁଷିକତା ଘଟଣା । ପୋଲିସ ପହଞ୍ଚି ଡା଼କ୍ତରଖାନାର ୩ଜଣ ସୁରକ୍ଷାକର୍ମିକୁ ଗିରଫ କରିଛିା
ସୂଚନାଯୋଗ୍ୟଯେ ୩୦ ବର୍ଷିୟ ମହିଳା ପିଡ଼ୀତା ଜଣଙ୍କ ତାଙ୍କର କେହି ପରିଚିତଙ୍କ ସହ ଡା଼କ୍ତରଖାନା ଆସିଥିଲେ ଓ ରୋଗୀମାନଙ୍କୁ ଦେଖାଶୁଣା କରିବା ପାଇଁ ଥିବା କକ୍ଷରେ ରହୁଥିଲୋ ପୋଲିସ୍ କହିବା ଅନୂଯାୟୀ ଡା଼କ୍ତରଖାନାର ୩ଜଣ ସୁରକ୍ଷାକର୍ମି ତାଙ୍କୁ ଧମକାଇବାସହ ଭେରିଫିକେସନ କରିବା ବାହାନାରେ ପାର୍କିଂ ପରିସରକୁ ଡ଼ାକିନେଇ ଗଣଦୁଷ୍କର୍ମ କରିଥିଲେ । ୩ ଜଣ ଆରୋପିଙ୍କ ମଧ୍ୟରେ ଜଣେ ୨୨ ବର୍ଷିୟ ମନୀସ୍ , ୨୩ ବର୍ଷିୟ ପ୍ରବିଣ ଓ ୩୩ ବର୍ଷିୟ କବରପାଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here