28.1 C
Bhubaneswar
Friday, March 29, 2024
Homeଓଡିଶାମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଧୂକାମୁଣ୍ଡା ଗ୍ରାମର ସୁମି ମୁଣ୍ଡାଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ହୋଇଛି। ଗତକାଲି ସେ ଜଙ୍ଗଲକୁ ଯାଇ ଥିବା ବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁମିଙ୍କର ମୃତ୍ୟ ହୋଇଥିବା ଜଣାଯାଇଛି।

ପେଟିଏମ୍ ଓ ରେଜରପେ କାର୍ଯ୍ୟାଳୟରେ ଇଡି ଚଢ଼ଉ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking