ଏସିଡ୍ ଆଟାକ୍ ପରେ ମହିଳା ଗୁରୁତର

ମୁମ୍ବାଇ: ବର୍ତ୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଅପରାଧିକ ମାମଲା ବୃଦ୍ଧି ପାଇବାର ଲାଗିଛି । କିଏ ଧନ ସମ୍ପତ୍ତି ପାଇଁ କାହାକୁ ହତ୍ୟା କରିଲାଣି ତ ଆଉ କିଏ ପ୍ରମ ସମ୍ପର୍କକୁ ନେଇ ପ୍ରେମିକାକୁ ଧମକ ଦେଲାଣି । ତେବେ ପୂର୍ବରୁ ଏହିପରି ମାମାଲା ଅନେକ ଘଟିଥିବା ବେଳେ ବର୍ତ୍ତମାନ ପୁଣି ଏକ ମାମାଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, … Continue reading ଏସିଡ୍ ଆଟାକ୍ ପରେ ମହିଳା ଗୁରୁତର