୩ କନ୍ୟାଙ୍କ ସହ କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ଟୋଙ୍କ୍ ଜିଲ୍ଲାରେ ଜଣେ ୩୦ ବର୍ଷୀୟା ମହିଳା ନିଜର ତିନି କନ୍ୟାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ କନ୍ୟାଙ୍କ ବୟସ ୧ରୁ ୪ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ପୁଲିସ କୂଅରୁ ଚାରିଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି । ରିଲ୍ସ ପାଇଁ ଭବିଷ୍ୟତକୁ ବାଜି