38.1 C
Bhubaneswar
Saturday, April 20, 2024
Homeଓଡିଶାଡବଲ୍ୟୁ ଓ ଡି ସି ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ କଳାହାଣ୍ଡିରେ ସମୀକ୍ଷା

ଡବଲ୍ୟୁ ଓ ଡି ସି ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ କଳାହାଣ୍ଡିରେ ସମୀକ୍ଷା

କଳାହାଣ୍ଡି –  କଳହାଣ୍ଡି ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ( ଡବଲ୍ୟୁ ଓ ଡି ସି ) ପାଣ୍ଠି ବିନିଯୋଗ କରାଯାଇ ହେଉଥିବା କାର୍ଯ୍ୟକ୍ରମ ଗୁଡିକର ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଳିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷାରେ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଡବଲ୍ୟୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଚୌହ୍ୱାନ ଗତ ୨୦୧୬ ରୁ ଚଳିତ ୨୦୧୯ ମଧ୍ୟରେ ଦିଆଯାଇଥିବା ସମସ୍ତ ପାଣ୍ଠି ବିନିଯୋଗ କରି ତୁରନ୍ତ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବ୍ଲକ ଅଂଚଳ ମଧ୍ୟରେ ଅନ୍ତତଃ ଗୋଟିଏ ଗ୍ରାମୋଂଚାୟତକୁ ମଡେଲ ପଂଚାୟତ ଭାବେ ଗ୍ରହଣ କରିବାକୁ ଅଧ୍ୟକ୍ଷ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking