ବ୍ରାହ୍ମଣୀ ନଦୀରେ ବୁଡିଗଲେ ୨ ଛାତ୍ର

ସୁନ୍ଦରଗଡ : ସୁନ୍ଦରଗଡ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବୁଡି ୨ ନାବାଳକ ନିଖୋଜ ହୋଇଥିବା ମାମଲାରେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ନଦୀରେ ବୁଡିଯାଇଥିବା ୨ ନାବାଳକଙ୍କ ମଧ୍ୟରୁ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ନାବାଳକ ଜଣକ ମୃତ କି ଜୀବିତ ଅଛନ୍ତି, ତାହା ଅସ୍ପଷ୍ଟ ରହିଛି । ତେବେ ଦରଜିଙ୍ଗ ନିକଟରେ ନଦୀରେ ଗାଧୋଉଥିବା ବେଳେ ୨ ନାବାଳକ ନିଖୋଜ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here