31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ବଢୁଛି ଶୀତ ପ୍ରକୋପ

ରାଜ୍ୟରେ ବଢୁଛି ଶୀତ ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତର ଲହରି । ସକାଳେ ଅଧିକାଂସ ସ୍ଥାନରେ ତାପମାତ୍ରା କମିବା ସହ କୁହୁଡ଼ିର ଆସର ଲାଗିରହିଛି । ଗତ ୫ ଦିନ ହେବ ଲଗାତର ଭାବେ ଶୀତ ବଢିବାରେ ଲାଗିଛି । ସକାଳ ଓ ସଂଦ୍ଧ୍ୟା ସମୟରେ ଏହାର ମାତ୍ରା ଅଧିକ ରହୁଛି । ରଜ୍ୟରେ ୧୧ ଟି ସହରରେ ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ଥିବବେଳେ ୩ ଟି ସହର ୧୦ ଡ଼ିଗ୍ରୀ ଥିଲ । ତେବେ ସୋନପୁରରେ ପାରଦ ସର୍ବନିମ୍ନ ୯.୨ ଡ଼ିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ୯.୫ ଡ଼ିଗ୍ରୀ ରହିଥିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking