ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୫ ସହର
ଭୁବନେଶ୍ୱର: ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା । ୧୩.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ଅଂଚଳ ରହିଥିବା ସୂଚନା ମିଳିଛି । ଫୁଲବାଣୀ, କୋରାପୁଟ ଓ ଦାରିଙ୍ଗବାଡି ତାପମାତ୍ରା ୧୪ ଡିଗ୍ରୀ । କିରେଇ ୧୪.୪ ଓ ସିମିଳିଗୁଡା ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା । ଓଲିଉଡ୍ କଳି: ମୁଁ ଖୁସି କାରଣ ସାରା ଓଡିଶା ମୋତେ ସପୋର୍ଟ କରୁଛି: ମନୋଜ ମିଶ୍ର
Copy and paste this URL into your WordPress site to embed
Copy and paste this code into your site to embed