37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଶୀତରେ ଥରୁଛି ସାରା ରାଜ୍ୟ

ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର : ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା । କ୍ରମାଗତ ଭାବେ ତାପମାତ୍ରା ଖସୁଥିବାରୁ ଶୀତ ମଧ୍ୟ ବଢିବାରେ ଲାଗିଛି । ଆସନ୍ତା ଦିନ ମାନଙ୍କରେ ରାଜ୍ୟରେ ଏହାର ପ୍ରକୋପ ଅଳ୍ପ କମିପାରେ । ଗୁରୁବାର ସକାଳ ସମୟରେ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଏହି ଯୋଗୁଁ ଯାତାୟତରେ ମଧ୍ୟ ବାଧା ଉପୁଜିଥିଲା । ତେବେ ରାଜ୍ୟର ୧୩ଟି ସହର ୧୫ ଡ଼ିଗ୍ରୀ ତାପମାତ୍ରା ତଳେ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୯.୫ ଡ଼ିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking