22.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶଆମାଜନ ଜରିଆରେ ଘରେ ବସି ଜିତନ୍ତୁ ୫ ହଜାର

ଆମାଜନ ଜରିଆରେ ଘରେ ବସି ଜିତନ୍ତୁ ୫ ହଜାର

ନୂଆଦିଲ୍ଲୀ: ଇକମର୍ସ ପ୍ଲାଟଫର୍ମ ଆମାଜନ ରେ ଡେଲି ଆପ୍ କ୍ୱିଜ ର ନୂଆ ଏଡିସନ ଆରମ୍ଭ ହୋଇସାରିଛି । ଅନଲାଇନ ସପିଂ ପ୍ଲାଟଫର୍ମ ଆମାଜନ ଆଜି ନିଜ  କ୍ୱିଜରେ ଆମାଜନ ପ୍ଲେ ବାଲାନ୍ସ ରେ ୫ ହଜାର ଜିତିବାର ସୁଯୋଗ ଦେଉଛି ।  ଏହି କ୍ୱିଜ ଆମାଜନର ମୋବାଇଲ ଆପ୍ ରେ ଉପଲବ୍ଧ ରହିଛି । କହିରଖୁଛୁ, ଏହି ଡେଲି କ୍ୱିଜ ପ୍ରତିଦିନ ସକାଳ ୮ଟାରେ ଆରମ୍ଭ ହୁଏ ଏବଂ ରାତି ୧୨ଟା ପର୍ଯ୍ୟନ୍ତ ଚାଲେ । କ୍ୱିଜରେ ସାଧାରଣ ଜ୍ଞାନ ଏବଂ କରେଣ୍ଟ ଆଫାୟାର୍ସ ସମ୍ବନ୍ଧିତ ୫ଟି ପ୍ରଶ୍ନ ରହିଥାଏ ।
ଏଭଳି ବିଭିନ୍ନ ପ୍ରକାର ଉପହାର ପାଇବା ପାଇଁ ଆପଣଙ୍କୁ କ୍ୱିଜରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ହେବ ।  ପ୍ରତି ପ୍ରଶ୍ନରେ ୪ଟି ଅପ୍ସନ ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking