30.1 C
Bhubaneswar
Sunday, July 3, 2022
Homeଓଡିଶାପ୍ରଚାର କରିବେକି ମୁଖ୍ୟମନ୍ତ୍ରୀ ?

ପ୍ରଚାର କରିବେକି ମୁଖ୍ୟମନ୍ତ୍ରୀ ?

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସମୀର ଦାଶ, ସଞ୍ଜୟ ଦାଶ ବର୍ମା, ଟୁକୁନି ସାହୁ, ପୁଷ୍ପେନ୍ଦ୍ର ସିଂ ଦେଓ, ନବ ଦାସ, ସ୍ନେହାଙ୍ଗୀନ ଛୁରିଆ, ସୁବାସ ସିଂ, ସୁଶାନ୍ତ ସିଂ ପ୍ରମୁଖ ସ୍ଥାନ ପାଇଛନ୍ତି । ଆଗକୁ ଉପନିର୍ବାଚନ ଥିବା ବେଳେ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରି ପ୍ରଚାର କରିବାରେ ଲାଗି ପଡିଲେଣି ।ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ପ୍ରଚାର ତାଲିକାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି ।

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ଷ୍ଟାର ପ୍ରଚାରକ ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking