୮ରୁ ଅଧିକ ସିଟ୍ ପାଇବୁ: ମନମୋହନ

ଭୁବନେଶ୍ୱର: ଓପିନିୟନ୍ ପୋଲକୁ ନେଇ ବିଜେପି ସଭାପତି ମନମୋହନ ସାମଲ ଙ୍କ ପ୍ରତିକ୍ରିୟା । ଆଗାମୀ ଦଶ ମାସରେ ମହାନଦୀ,ସୁବର୍ଣ୍ଣରେଖାରେ ବହୁତ ପାଣି ବହିବ । ସମୟ ବହୁତ ଅଛି,ଆମେ ପ୍ରସ୍ତୃତ ହେବା,ଆମ ସ୍ଥିତି ଦୃଢ ଅଛି । ଭାରତରେ ଧ୍ରୃବୀକରଣ ଆରମ୍ଭ ହୋଇଛି,ବିଜେପି ଏଥିରେ ଆଗକୁ ଯିବ । ସଂସଦ ନିର୍ବାଚନ ଫଳାଫଳ ଲାଗି ମେ ଦ୍ୱତୀୟ ସପ୍ତାହକୁ ଅପେକ୍ଷା କରିବା । ଆମ ସର୍ଭେ ରିର୍ପୋଟ ଆମ ପାଖରେ ପହଞ୍ଚି ସାରିଛି । ଆମ … Continue reading ୮ରୁ ଅଧିକ ସିଟ୍ ପାଇବୁ: ମନମୋହନ