ପଲେଇ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ?

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ପହଞ୍ଚିଛନ୍ତି । ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ କରିବୁ । ସାଇଣ୍ଟିଫିକ ଟିମ ଆସୁଛନ୍ତି , ତଦନ୍ତ କରିବେ । ବାପା, ମାଙ୍କ ସହ କଥା ହୋଇଛି । ଭାଙ୍ଗି କରି ଭିତରକୁ ପଶିଥିଲେ ବାପା ମା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ପଲେଇ ବାବୁ ଅଭିଯୋଗ ଯଦି … Continue reading ପଲେଇ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ?