43.9 C
Bhubaneswar
Friday, April 19, 2024
Homeଅପରାଧଅଣ୍ଡା ତରକାରୀ ରାନ୍ଧିବାକୁ ମନା କଲେ ପତ୍ନୀ, ପୁଅ ସହ ବାପା ଯାହା କଲା ପଢିଲେ...

ଅଣ୍ଡା ତରକାରୀ ରାନ୍ଧିବାକୁ ମନା କଲେ ପତ୍ନୀ, ପୁଅ ସହ ବାପା ଯାହା କଲା ପଢିଲେ ଚକିତ ହୋଇଯିବେ

ନୂଆଦିଲ୍ଲୀ: ନଗଲା ଗାଁରେ ଗତ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମଦ୍ୟପ ବାପା ନିଶାସକ୍ତ ଅବସ୍ଥାରେ ଯାହା କରିଛି, ଯେ କେହି ବି ପଢିବ ସେ ଆଶ୍ଚର୍ଯ୍ୟ ହୋଇ ରହିଯିବ । ତେବେ ଘଟଣା ମୁତାବକ, ସୁବାଶିଶ ବନଜାରା ନାମକ ଜଣେ ବ୍ୟକ୍ତି ଶନିବାର ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀକୁ ଅଣ୍ଡା ତରକାରୀ ରାନ୍ଧିବା ପାଇଁ କହିଥିଲେ । ମାତ୍ର ତାଙ୍କ ସ୍ତ୍ରୀ ଅଣ୍ଡା ରାନ୍ଧିବାକୁ ମନା କରିଦେଇଥିଲେ । ମନା କରିବା ପରେ ରାଗି ଯାଇ ସୁବାଶିଷ ତାଙ୍କ ସ୍ତ୍ରୀକୁ ମାରିଥିଲେ । ସେତିକିରେ ମନ ଶାନ୍ତ ହେଇନଥିଲା ଯେ, ରାଗ ସୁଝାଇବା ପାଇଁ ନିଜ ୩ ବର୍ଷର ପୁଅକୁ ବି ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କ ପୁଅ ଗଭୀର ଭାବରେ ଆହତ ହୋଇଯାଇଥିଲେ । ପରେ ତାକୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ରବିବାର ଦିନ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ସୁବାଶିଷ ନାମରେ ପୋଲିସ ମାମଲା ରୁଜୁ କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking