ବେଟିଂରେ ସ୍ୱାମୀ ହାରିବାରୁ ସ୍ତ୍ରୀ କଲେ ଆତ୍ମହତ୍ୟା

ବେଙ୍ଗାଲୁରୁ : ବେଟିଂରେ ସ୍ୱାମୀ ହାରିବାରୁ ସ୍ତ୍ରୀ କଲେ ଆତ୍ମହତ୍ୟା ।କର୍ଣ୍ଣାଟକରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟୁର୍ଣ୍ଣାମେଣ୍ଟରେ ସ୍ୱାମୀ ବେଟିଂରେ ଏକ କୋଟି ଟଙ୍କା ହାଇଯାଇଥିଲେ। ଏହି ଦୁଃଖ ସହି ନପାରି ୨୩ ବର୍ଷୀୟା ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଘଟିଛି ଏହି ଘଟଣା। ଦମ୍ପତିଙ୍କର ୨ ବର୍ଷର ପୁଅ ମଧ୍ୟ ରହିଛି। ସୂଚନା ଅନୁସାରେ ସ୍ୱାମୀ ଦର୍ଶନ ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। … Continue reading ବେଟିଂରେ ସ୍ୱାମୀ ହାରିବାରୁ ସ୍ତ୍ରୀ କଲେ ଆତ୍ମହତ୍ୟା