ଆଇଆଇସି ସ୍ତରରେ ବ୍ୟାପକ ବଦଳି

ଭୁବନେଶ୍ୱର : କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଆଇଆଇସି ସ୍ତରରେ ବ୍ୟାପକ ବଦଳି । ଏକାଥରକେ ୪୭ ଥାନା ଅଧିକାରୀଙ୍କ ବଦଳୀ କରାଯାଇଛି । ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଥିବା ବେଳେ ପ୍ରଦୀପ ଜେନାଙ୍କୁ ଚନ୍ଦକା ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସମିତା ମିଶ୍ର ନନ୍ଦନକାନନ ଥାନା ଆଇଆଇସି, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଚିତ୍ତରଞ୍ଜନ ରାଉତଙ୍କୁ ମଧୁପାଟଣା ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଆଇଆଇସି ଭାଗ୍ୟଶ୍ରୀ ସ୍ୱାଇଁକୁ … Continue reading ଆଇଆଇସି ସ୍ତରରେ ବ୍ୟାପକ ବଦଳି