ଭାରତରେ କାହିଁକି ବନ୍ଦ ହେଲା ଟଟ୍ୱିର ଅଫିସ, ଜାଣନ୍ତୁ …..

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ଟଟ୍ୱିର ଅଫିସ । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ସିଇଓ ଏଲନ ମସ୍କ । ଭାରତରେ ଟୁଇଟରର ତିନି ଅଫିସ ମଧ୍ୟରୁ ଦୁଇଟିକୁ ବନ୍ଦ କରିଦିଆଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସକୁ ବନ୍ଦ କରାଯାଇଥିବା ବେଳେ କେବଳ ବେଙ୍ଗାଳୁରୁରେ ଥିବା କାର୍ଯ୍ୟାଳୟ ସଞ୍ଚାଳନ ଜାରି ରହିଛି । ଗତବର୍ଷ ଟୁଇଟର ଭାରତରେ ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଲନ ମସ୍କ … Continue reading ଭାରତରେ କାହିଁକି ବନ୍ଦ ହେଲା ଟଟ୍ୱିର ଅଫିସ, ଜାଣନ୍ତୁ …..