କାହିଁକି ପାଳନ କରାଯାଏ ଜାତୀୟ ବିଜ୍ଞାନ ଦିବସ ?

୨୮ ଫେବୃଆରୀ ୧୯୩୦ ରେ ରମଣଙ୍କ ଏହି ଆବିଷ୍କାର ସାମ୍ନାକୁ ଆସିଥିଲା । ଏହି କାରଣରୁ, ୨୮ ଫେବୃଆରୀ ଜାତୀୟ ବିଜ୍ଞାନ ଦିବସ ଭାବରେ ପାଳନ କରାଯାଏ । ଏହି କାର‌୍ୟ୍ୟ ପାଇଁ ତାଙ୍କୁ ୧୯୩୦ ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା, ବିଜ୍ଞାନ କ୍ଷେତ୍ରରେ ନୂତନ ପରୀକ୍ଷଣ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ବିଜ୍ଞାନ ଏବଂ ବୈଜ୍ଞାନିକ … Continue reading କାହିଁକି ପାଳନ କରାଯାଏ ଜାତୀୟ ବିଜ୍ଞାନ ଦିବସ ?