ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ ?

ନୂଆଦିଲ୍ଲୀ: ସେ ଚାକିରି କରିଥିବା ଲୋକ ହୁଅନ୍ତୁ କି ଶ୍ରମଜୀବୀ, ପ୍ରତିଟି ଲୋକ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ବି ହେଉ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତି ବା ଆଗ୍ରହ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ନିଦ ଆସିବା ମଣିଷମାନଙ୍କ ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା । ଖାଇବା ପରେ ନିଦ ଆସିବାକୁ ପ୍ରାୟ ଲୋକ ଏହାକୁ ହଜମ ପ୍ରକ୍ରିୟା ସହ ଯୋଡି ଦେଇଥାନ୍ତି । ଖାଇବା ପରେ ନିଦ ଆସିବାକୁ … Continue reading ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ ?