କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କଣ ରହିଛି ରହସ୍ୟ…..

ନୂଆଦିଲ୍ଲୀ: ଧରାପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ । ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ । ତେବେ ଏହା ପଛରେ କ’ଣ ରହିଛି କାରଣ ? କେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିଥାଏ ? ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି ରୁହନ୍ତି । କଇଁଛର ଏକ ରେତିଲୀ ପ୍ରଜାତି ରହିଛି, ଯାହା ଆଫ୍ରିକାନ୍ ସକ୍ଲେଟ୍‌ ଭାବେ ଜଣାଶୁଣା । … Continue reading କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କଣ ରହିଛି ରହସ୍ୟ…..