ଶୀତ ଦିନରେ କାହିଁକି ଫାଟିଯାଏ ତ୍ୱଚା….ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ଶୀତ ଦିନରେ ସାଧାରଣତଃ ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଆପଣମାନେ ପ୍ରାୟତଃ ଲକ୍ଷ୍ୟ କରିଥିବେ କି, ଗାଧୋଇବା ପରେ ଅଧିକାଂଶ ଲୋକଙ୍କ ଚର୍ମ ଶୁଖିଲା ଦେଖାଯାଏ । ତେବେ ଏହାର ପଛରେ କଣ ରହିଛି କାରଣ ? ଶୀତ ଦିନରେ ସାଧାରଣତଃ ମୁହଁ ଶୁଖିଲା ଭଳି ଲାଗେ । ମୁଖ୍ୟତଃ ଥଣ୍ଡା ପବନ ପାଇଁ ଚର୍ମ ଶୁଖିଯାଇଥାଏ । ଶୀତଦିନରେ ଲୋକେ ଗରମ ପାଣିରେ ଗାଧୋଇବା ପାଇଁ … Continue reading ଶୀତ ଦିନରେ କାହିଁକି ଫାଟିଯାଏ ତ୍ୱଚା….ଆସନ୍ତୁ ଜାଣିବା….