କାହିଁକି ନିଜ ଠାରୁ ୧୨ ବର୍ଷ ବୟସରେ ବଡ଼ ଅମ୍ରିତାଙ୍କୁ ବିବାହ କରିଥିଲେ ସେଫ୍? ଆସନ୍ତୁ ଜାଣିବା କଣ ରହିଛି ଏହାର ରହସ୍ୟ….

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସେଫ୍ ଅଲ୍ଲି ଖାନ୍ । ବଲିଉଡ଼ର ନବାବ୍ ଏହି ଷ୍ଟାରଙ୍କର ଆଜି ଜନ୍ମଦିନ । ସେ ଆଜିକା ନିଜର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୭୦ ଆଜିକା ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସେଫ୍ ।   ସେଫ୍ ଅଲ୍ଲି ଖାନ୍ ହେଉଛନ୍ତି ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ପୁଅ। ସେଫ୍ ଅଲ୍ଲି ଖାନଙ୍କ ପିତା ଭୋପାଳର ନବାବ ଥିଲେ। … Continue reading କାହିଁକି ନିଜ ଠାରୁ ୧୨ ବର୍ଷ ବୟସରେ ବଡ଼ ଅମ୍ରିତାଙ୍କୁ ବିବାହ କରିଥିଲେ ସେଫ୍? ଆସନ୍ତୁ ଜାଣିବା କଣ ରହିଛି ଏହାର ରହସ୍ୟ….