କାହିଁକି ଦକ୍ଷିଣ ମେରୁକୁ ବାଛିଲା ଭାରତ ?

ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ସାରା ଦେଶରେ ଖୁସିର ମାହୋଲ । ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ। ବଦଳାଇ ଦେଇଛି ଚନ୍ଦ୍ରମାରେ ଭୌଗୋଳିକ କ୍ଷେତ୍ର। ବର୍ଷ ବର୍ଷ ଧରି ଯେଉଁ ଅପେକ୍ଷା ଥିଲା … Continue reading କାହିଁକି ଦକ୍ଷିଣ ମେରୁକୁ ବାଛିଲା ଭାରତ ?