ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହୋଇ ବାହାରିବ: ଜାଭେଦ ମିଆଁଦାଦ

ଅଯୋଧ୍ୟା: ମୋଦି ଅଯୋଧ୍ୟାରେ ରାମମନ୍ଦିର ତ ତିଆରି କରିଦେଲେ କିନ୍ତୁ ଏବେ ଯିଏ ବି ତା ଭିତରେ ପ୍ରବେଶ କରିବ ବାହାରିଲା ବେଳକୁ ମୁସଲମାନ ହେଇ ସାରିଥିବ । ଏମିତି କହି ଚର୍ଚ୍ଚାରେ ଅଛନ୍ତି ପାକିସ୍ଥାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ । ମିଆଁଦାଦ ଭାରତ ବିରୋଧୀ ବୋଲି ବେଶ୍ ଜଣାଶୁଣା । ସମୟ ସମୟରେ ସେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଦଳ ବିଶ୍ୱକପରୁ … Continue reading ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହୋଇ ବାହାରିବ: ଜାଭେଦ ମିଆଁଦାଦ