ମନ୍ତ୍ରୀମଣ୍ଡଳ କାହାଦ୍ୱାରା ପରିଚାଳିତ?: ନରସିଂହ

ଭୁବନେଶ୍ୱର : ରାଜ୍ୟର ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦଶ୍ୟ ବୃନ୍ଦ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ତିନୋଟି ମାଙ୍କଡ଼ ହୁଅନ୍ତି, କିଛି କୁହନ୍ତି ନାହିଁ କିଛି ଦେଖନ୍ତି ନାହିଁ କିଛି ଶୁଣନ୍ତି ନାହିଁ ତେବେ ସେ ସମୟରେ ସରକାର କେମିତି ଚାଲିଥିବ ଆପଣ ମାନେ ବୁଝିଦେଖନ୍ତୁ | ଦୁର୍ଭାଗ୍ୟ ଏ ରାଜ୍ୟର ଗୋଟେ ଆଇନ ପ୍ରଣୟନ କରିବା ପାଇଁ କିମ୍ବା କ୍ୟାବିନେଟରେ ଯେକୌଣସି ନିଷ୍ପତି ନେବାପାଇଁ ଯେଉଁ ପ୍ରଣାଳି ଅଛି ସେହି କୌଶଳ/ପ୍ରଣଳି ବବଦରେ ଜାଣନ୍ତି ନାହିଁ … Continue reading ମନ୍ତ୍ରୀମଣ୍ଡଳ କାହାଦ୍ୱାରା ପରିଚାଳିତ?: ନରସିଂହ