ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

ଭୁବନେଶ୍ୱର: ଶ୍ରଦ୍ଧା କିଏ ବୋଲି ପଚାରିଲେ ବିଜେପି ସାଂସଦ ବସନ୍ତ ପଣ୍ଡା । ପ୍ରେସମିଟ୍‌ରେ ଶ୍ରଦ୍ଧାର ପରିଚୟ ମାଗିଲେ ବସନ୍ତ ପଣ୍ଡା । ଶ୍ରଦ୍ଧା କିଏ, ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ଗଲେ ବୋଲି ପଚାରିଲେ ବସନ୍ତ ପଣ୍ଡା । କିଏ ସେହି ଶ୍ରଦ୍ଧା, ଭାଟିକାନ ସିଟିକୁ କାହିଁକି ନେଇଥିଲେ । ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କଣ? କେମିତି ତାଙ୍କ ସହ ପରିଚୟ ହେଲା? ତାଙ୍କର ଦୈଦନ୍ଦିନ କାମ କଣ ଥିଲା , ତାଙ୍କୁ ଟିକେଟ କିଏ … Continue reading ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା