ଇନ୍ସପେକ୍ଟର ତିୱାରୀ କିଏ?

ବଲାଙ୍ଗୀର : ଇନ୍ସପେକ୍ଟର ତିୱାରୀ କିଏ? ମଦ ଭାଟି ଟଙ୍କା ଗଦାରୁ ତାଙ୍କ ନାଁ ବାହାରିଲା। ତାଙ୍କ ସହିତ ମଦ ଭାଟି ମାଲିକଙ୍କର କ’ଣ ରହିଛି ସମ୍ପର୍କ? ଏହି ନାଁକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଲିଛି ଚର୍ଚ୍ଚା। ଅନ୍ୟପକ୍ଷରେ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି। ଓଡ଼ିଶାରେ ପୁଳାପୁଳା ଟଙ୍କା ଜବତ ଘଟଣାରେ ନୂଆ ସୁରାକ ମିଳିଛି। ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନରୁ ବାହାରିଲା ୫ ଲକ୍ଷ ଟଙ୍କାର ପୁଡ଼ିଆ। ସଂପୃକ୍ତ ପଲିଥିନରେ ଲେଖା ହୋଇଛି … Continue reading ଇନ୍ସପେକ୍ଟର ତିୱାରୀ କିଏ?