ଯେଉଁଠି ଗୋଟିଏ ଫଟୋଆଗରେ ମଥାନୁଆଁଇଦିଏ ବନ୍ଧୁକ ମୂନ: ମାୟାଧର ନାୟକ

ଭୁବନେଶ୍ୱର: ଗାଜା, ୟୁକ୍ରେନ୍‍ରେ କଅଁଳାଶିଶୁକୁ ଅତି ବର୍ବର ଭାବରେ ହତ୍ୟା କରୁଥିବାର ଫଟୋଗ୍ରାଫ୍‍ ଟିଭି, ସମ୍ବାଦପତ୍ରରେ ଦେଖି ବିଶ୍ୱଜନଗଣଙ୍କ ମତାମତ ନଦେବା ମନୁଷ୍ୟତ୍ୱ ପ୍ରତି କୁଠାରଘାତ । କାରଣ ଏ ମାନବସମାଜ ପୂର୍ବରୁ ଅନେକ ବିଭତ୍ସ ଫଟୋ, ବିପର୍ଯ୍ୟୟ ଦେଖିଛି । ତା’ଠାରୁ ଆହୁରି ଭୟଙ୍କର ଗାଜାରେ ହସ୍‍ପିଟାଲ, ସ୍କୁଲ, ଶରଣାର୍ଥୀ ଶିବିର ଉପରେ ଅହରହ ରକେଟ୍‍ ମାଡକରି ଇସ୍ରାଏଲ ହିଂସ୍ର ସୈନ୍ୟବାହିନୀ ଏପର୍ଯ୍ୟନ୍ତ ପାଖାପାଖି ସାଢେ ୪ହଜାର ‘ଶିଶୁହତ୍ୟା’ କଲେଣି । ହଜାରହଜାର ଶିଶୁ ଆହତ … Continue reading ଯେଉଁଠି ଗୋଟିଏ ଫଟୋଆଗରେ ମଥାନୁଆଁଇଦିଏ ବନ୍ଧୁକ ମୂନ: ମାୟାଧର ନାୟକ