40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହ୍ୱାଟସଆପ ଚାଟବକ୍ସ ଓ ଟେକ୍ସଟ ର ବଦଳିଲା ରଂଗ

ହ୍ୱାଟସଆପ ଚାଟବକ୍ସ ଓ ଟେକ୍ସଟ ର ବଦଳିଲା ରଂଗ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ନିଜ ପ୍ରାଇଭେସି ପଲିସି କାରଣରୁ ଅନେକ ଚର୍ଚ୍ଚାରେ ରହିଛି । ନୂଆ ପଲିସି ନେଇ ଅନେକ ବ୍ୟବହାରକାରୀ ହ୍ୱାଟସଆପ ବ୍ୟବହାର କରିବା କମ୍ କରିଛନ୍ତି । ହେଲେ ବି ବର୍ତମାନ ହ୍ୱାଟସଆପ ମୋଷ୍ଟ ପପୁଲାର ଆପ ମଧ୍ୟରୁ ଗୋଟିଏ । କମ୍ପାନି ନିଜ ବ୍ୟବହାରକାରୀଙ୍କ ଆବଶ୍ୟକତା ଅନୁସାରେ, ନୂଆ ଫିଚର୍ସ ଲଂଚ କରିଥାଏ । ଚଳିତ ବର୍ଷ ହ୍ୱାଟସଆପ ଡେସ୍କଟପ ଆପ ପାଇଁ ଭିଡିଓ ଓ ଭଏସ କଲ ସପୋର୍ଟ ଓ ଅନ୍ୟ ଫିଚର୍ସ ସାମିଲ କରିବାକୁ ଯାଉଛି । ଏହାବ୍ୟତୀତ ହ୍ୱାଟସଆପ ଚାଟକୁ ମଜାଦାର କରିବା ପାଇଁ କମ୍ପାନୀ ହ୍ୱାଟସଆପର ରଂଗ ବଦଳାଇବା ଫିଚର ବି ନେଇଆସିଛି । ଏହାସହିତ ଆଗାମୀ ଦିନରେ ଆପଣ ହ୍ୱାଟସଆପରେ ଇନଷ୍ଟାଗ୍ରାମ ରିଲସ ଭିଡିଓ ମଧ୍ୟ ଦେଖିପାରିବେ ।
ହ୍ୱାଟସଆପ ଅନେକ ନୂଆ ଫିଚର ଟେଷ୍ଟିଂ କରୁଛି । ଏହି କ୍ରମରେ ଏକ ନୂଆ ଫିଚର ଯୋଡି ହୋବକୁ ଯାଉଛି । ଯାହାଦ୍ୱାରା ବୟବହାରକାରୀ ହ୍ୱାଟସଆପ ଚାଟବକ୍ସର ରଂଗ ବଦଳାଇପାରିବେ । ନୂଆ ଫିଚରରେ ବ୍ୟବହାରକାରୀ ଟେକ୍ସ କଲର ବଦଳାଇବା ପାଇଁ ବି ସୁଯୋଗ ମିଳିବ । ଆପଣ ଚାଟ ଟେକ୍ସଟ କଲର ଫ୍ଲୁରୋସେଣ୍ଟ ଗ୍ରୀନ କରିପାରିବେ । ଏବେ ଏହି ଫିଚରର ଟେଷ୍ଟିଂ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking