କେତେ ହେବା ଆବଶ୍ୟକ ମହିଳା ଏବଂ ପୁରୁଷଙ୍କ ସାଧାରଣ ରକ୍ତଚାପ ? ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ:  ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ରକ୍ତଚାପ ବୃଦ୍ଧି ଏବଂ ହ୍ରାସ ପାଇବା ଏକ ସମସ୍ୟା ସାଧାରଣ କଥା ହୋଇଗଲାଣି। ବହୁ ସଂଖ୍ୟକ ଲୋକ ରକ୍ତଚାପ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ବିଶ୍ୱରେ ୩୦-୭୯ ବର୍ଷ ବୟସର ପ୍ରାୟ ୧୨୮ କୋଟି ଲୋକ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି। ଏହି ଲୋକଙ୍କ ମଧ୍ୟରୁ ୪୬ ପ୍ରତିଶତ ଲୋକ ଏହାର ଅବସ୍ଥା ବିଷୟରେ ମଧ୍ୟ ଜାଣନ୍ତି ନାହିଁ। ଯଦି ରକ୍ତଚାପ ଠିକ୍ … Continue reading କେତେ ହେବା ଆବଶ୍ୟକ ମହିଳା ଏବଂ ପୁରୁଷଙ୍କ ସାଧାରଣ ରକ୍ତଚାପ ? ଆସନ୍ତୁ ଜାଣିବା….