28.1 C
Bhubaneswar
Friday, March 29, 2024
Homeବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ର କାର୍ଯ୍ୟସୂଚୀ ଜାଣନ୍ତୁ

ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ର କାର୍ଯ୍ୟସୂଚୀ ଜାଣନ୍ତୁ

ନୂଆଦିଲ୍ଲୀ : ଆରମ୍ଭ ହେବାକୁ ଯାଉଛି ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ୨୦୨୨ । ଚଳିତ ମାସ ୨୧ ଅଗଷ୍ଟ ରେ ଜାପାନ ର ଟୋକିଓ ସହରରେ ଖେଳାଯିବ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ । ତେବେ ଚାଲନ୍ତୁ ଜାଣିବା କାର୍ଯ୍ୟସୂଚୀ -:
୨୨-୨୩ ଅଗଷ୍ଟ ୨୦୨୨: ପ୍ରଥମ ରାଉଣ୍ଡ ମଧ୍ୟ
୨୪ ଅଗଷ୍ଟ ୨୦୨୨: ଦ୍ୱିତୀୟ ରାଉଣ୍ଡ
୨୫ ଅଗଷ୍ଟ ୨୦୨୨: ତୃତୀୟ ରାଉଣ୍ଡ
୨୬ ଅଗଷ୍ଟ ୨୦୨୨: କ୍ୱାର୍ଟରଫାଇନାଲ
୨୭ ଅଗଷ୍ଟ ୨୦୨୨: ସେମିଫାଇନାଲ
୨୮ ଅଗଷ୍ଟ ୨୦୨୨: ଫାଇନାଲ୍
ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଦେଖିବେ କିପରି ?
ଟେଲିଭିଜନ ଚ୍ୟାନେଲ ସ୍ପୋର୍ଟସ ୧୮ ରେ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ ଖେଳ ସିଧାସଳଖ ଦେଖିପାରିବେ । ଲାଇଭ ଷ୍ଟ୍ରିମିଂ ଆପଣ ଓଟିଟି ପ୍ଲାଟଫର୍ମ ରେ ସମସ୍ତ ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ମ୍ୟାଚ୍ ମଧ୍ୟ ଷ୍ଟ୍ରିମ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking