କଣ ପାଇଁ ଆଖିତଳେ ହୋଇଥାଏ କଳା ଦାଗ ….ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:  ଆଜିକାଲିକା ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଖାଇବା ପିଇବା ବିଲକୁଲ ଠିକ ରହୁନି। ସେଥିପାଇଁ ମହିଳା କଣ ପୁରୁଷମାନଙ୍କର ମଧ୍ୟ ଆଖି ଚାରିପାଖେ ଡାର୍କ ସର୍କଲ ହେଇଯାଉଛି। ଏହାକୁ ଠିକ ଭାବେ ଧ୍ୟାନ ନ ଦେଲେ ଏହି ଡାର୍କ ସର୍କଲ କମିବାକୁ ବହୁ ସମୟ ଲାଗିଥାଏ। ଯେଉଁଥିରେ ସୁନ୍ଦରତା ମଧ୍ୟ ଚାଲିଯାଏ।  ଏହାଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି। ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଆଖିକୁ ହାଲିଆ … Continue reading କଣ ପାଇଁ ଆଖିତଳେ ହୋଇଥାଏ କଳା ଦାଗ ….ଆସନ୍ତୁ ଜାଣିବା