ମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ ପାଇଲଟ ସିଷ୍ଟମ….

ନୂଆଦିଲ୍ଲୀ: କୌଣସି ସ୍ଥାନକୁ ଶୀଘ୍ର ପହଁଚିବାର ମାଧ୍ୟମ ହେଲା ଉଡ଼ାଜାହଜ । ଆପଣବି ନିଶ୍ଚୟ କେବେ ନା କେବେ ବିମାନଯାତ୍ରା କରିଥିବେ । କେବେ ଭାବିଛନ୍ତି କି ବିମାନ ମଝିଆକାଶରେ ଥିବା ବେଳେ ଯଦି ପାଇଲଟ ଶୋଇପଡିବେ କଣ ହେବ ? କିପରି ଚାଲିବ ବିମାନ ? ବିମାନ ଟେକ୍‌ ଅଫ୍‌ କରିସାରିବା ପରେ ପାଇଲଟ ଯଦି ଚାହିଁବେ ଶୋଇପାରିବେ । ପାଇଲଟ ଅଟୋ ପାଇଲଟ ମୋଡ ଅନକରି ଶୋଇପାରିବେ । ଅଟୋ ପାଇଲଟ ବିମାନକୁ ତାର … Continue reading ମଝି ଆକାଶରେ ପାଇଲଟ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ କିପରି କାମ କରିଥାଏ ବିମାନର ଅଟୋ ପାଇଲଟ ସିଷ୍ଟମ….