ନଖ ହଳଦିଆ ପଡ଼ିବାର କାରଣ କଣ ? ଆସନ୍ତୁ ଜାଣିବା….
ନୂଆଦିଲ୍ଲୀ: ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ । ଶରୀରରେ ପ୍ରୋଟିନର ଅଭାବ ହେତୁ ନଖ ଦୁର୍ବଳ ହୋଇଯାଏ ଏବଂ ହଳଦିଆ ପଡ଼ିବା ସହ … Continue reading ନଖ ହଳଦିଆ ପଡ଼ିବାର କାରଣ କଣ ? ଆସନ୍ତୁ ଜାଣିବା….
Copy and paste this URL into your WordPress site to embed
Copy and paste this code into your site to embed