43.9 C
Bhubaneswar
Friday, April 19, 2024
Homeଓଡିଶାଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର: ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ଦୋକାନ ବଜାର ସରକାରୀ ଅଫିସ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିସିଆଇକୁ ଓଡ଼ିଶା ରାଜ୍ୟ ବାର କାଉନସିଲର ପ୍ରସ୍ତାବ ନେଇ ପ୍ରତିବାଦ ହୋଇଛି ।
https://onakhabar.com/2020/01/23/education-minister/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking