34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘର କଲମ ଛାଡ ଆନ୍ଦୋଳନ

ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘର କଲମ ଛାଡ ଆନ୍ଦୋଳନ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ୭ ଦଫା ଦାବିନେଇ ପଶ୍ଚିମ ଓଡିଶା ବିଦ୍ୟୁତ ଅମଲା ସଂଘ ତରଫରୁ କଲମ ଛାଡ ଆନ୍ଦୋଳନ କରାଯାଇଛି । କଲମଛାଡ କରି କର୍ମଚାରୀମାନେ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଓପିଟିସିଏଲ ସହିତ ସମ ଭାବରେ ୨୮୩୦ ଗ୍ରେଡ ପେ ଲାଗୁ , ଜୁନିଅର ଆକାଉଣ୍ଟଟେଣ୍ଡମାନଙ୍କ ପାଇଁ ୪୨୦୦ ଗ୍ରେଡ ପେ , ସମସ୍ତ ମିନିଷ୍ଟାରିଆଲ ଷ୍ଟାଫଙ୍କ ନିୟମିତ ପଦୋନ୍ନତି ଓ ନୂଆ ଭାବରେ ସେମାନଙ୍କ ଜବ କ୍ଲିଅରେନ୍ସ କରିବା ପ୍ରଭୃତୀ ଦାବି ସଂଘ ତରଫରୁ ଉପସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଏଣ୍ଟ ସେକ୍ରେଟାରୀ ଉମାଶଙ୍କର ସ୍ୱାଇଁ , କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦ୍ୟୁତ ଅମାତ , ସହ କୋଷାଧ୍ୟକ୍ଷ ସୁକାନ୍ତ ପାଣିଗ୍ରାହୀ , ଅରବିନ୍ଦ ତ୍ରିପାଠୀ ଓ ସୀତାରାଣୀ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking