26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପୀଡିତାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ପୀଡିତାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣ।। ଦୁର୍ଗାପୁର ହସ୍ପିଟାଲରେ ପୀଡିତାଙ୍କୁ ଭୋଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋସ୍‌। ପୀଡିତା ଓ ତାଙ୍କ ପରିବାର ସହ ଆଲୋଚନା କରି ସ୍ୱାସ୍ଥ୍ୟାବସ୍ଥା ବୁଝିଲୋ ରାଜ୍ୟପାଳ ପହଞ୍ଚିବା ସମୟରେ ହସ୍ପିଟାଲରେ ଠେଲାପେଲା ପରିସ୍ଥିତି ଥିଲା। ଦିଲ୍ଲୀରୁ ଫେରି ଦୁର୍ଗାପୁର ଯାଇ ପୀଡିତାଙ୍କୁ ମିଶିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking