27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମମତା ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ବଡ ଝଟକା

ମମତା ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ବଡ ଝଟକା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଲିକତା ହାଇକୋର୍ଟରୁ ଏକ ବଡ ଝଟକା ଲାଗିଛି । ଅଦାଲତ ଜଜଙ୍କ ଉପରେ ପ୍ରଶ୍ନ କରିବା ମାମଲାରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ମାମଲାର ଶୁଣାଣି କରିଥିବା ଜଷ୍ଟିସ କୌସିକ ଚନ୍ଦା ନିଜ ଉପରେ ଲାଗିଥିବା ଆରୋପକୁ ନିରାଧାର ପାଇ ୫ ଲକ୍ଷ ଟଙ୍କରା ଜରିମାନା ଲଗାଇଛନ୍ତି । ଏହି ଟଙ୍କାର ଉପଯୋଗ କୋଭିଡ ୧୯ରେ ପୀଡିତ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ କରାଯିବ । କହିରଖୁଛି, ମମତା ବାନାର୍ଜୀ ନନ୍ଦୀଗ୍ରାମରେ ହାରିବା ପରେ ଅଦାଲତରେ ଦାଏର ହୋଇଥିବା ଆବେଦନର ଶୁଣାଣି ପାଇଁ ଜଜ୍ ବଦଳିବା ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking