ଅପରାଧୀଙ୍କ ଆଶ୍ରୟସ୍ଥଳ ପଶ୍ଚିମବଙ୍ଗ: ବୈଜୟନ୍ତ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ଉଦ୍‌ବେଗ । ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ପଶ୍ଚିମବଙ୍ଗ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି । ଦୁର୍ଗାପୁରରେ ଜଣେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମରେ ମର୍ମାହତ । ଏହା ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ଚିନ୍ତାଜନକ ପ୍ରମାଣିତ କରୁଛି । ସ୍ଥାନୀୟ ଶିକ୍ଷାର୍ଥୀ କିମ୍ବା ବାହାର ରାଜ୍ୟ ଶିକ୍ଷାର୍ଥୀ ସେଠାରେ ସୁରକ୍ଷିତ ନାହାଁନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦୋଷୀମାନଙ୍କୁ ଯଥାସମ୍ଭବ କଠୋର … Continue reading ଅପରାଧୀଙ୍କ ଆଶ୍ରୟସ୍ଥଳ ପଶ୍ଚିମବଙ୍ଗ: ବୈଜୟନ୍ତ