29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସ୍ପ୍ରିଙ୍ଗ ଭିଲେ ଆପାର୍ଟମେଣ୍ଟରେ ହେଉଥିବା ୱେଲ ଫେୟାର ଆସୋସିଏସନକୁ ବିରୋଧ

ସ୍ପ୍ରିଙ୍ଗ ଭିଲେ ଆପାର୍ଟମେଣ୍ଟରେ ହେଉଥିବା ୱେଲ ଫେୟାର ଆସୋସିଏସନକୁ ବିରୋଧ

ଯାଜପୁର: ଯାଜପୁର ଜିଲା ଦାନଗଦି ରେ ଥିବା ସ୍ପ୍ରିଙ୍ଗ ଭିଲେ ଆପାର୍ଟମେଣ୍ଟ ଠାରେ ହେଉଥିବା ୱେଲ ଫେୟାର ଆସୋସିଏସନ କୁ ବିରୋଧ କଲେ ସ୍ଥାୟୀ ଗୃହ ମାଲିକ l ଯେହେତୁ ସ୍ଥାଇ ଗୃହ ମାଲିକ ମାନଙ୍କୁ ହେଉଥିବା ୱେଲ ଫେୟାର ଆସୋସିଏସନ ବିଷୟରେ କିଛି ନଜଣେଇ marketing manager ନୀଳାଚଳ ପାନିଗ୍ରାହୀ ନେଉଥିବା ଏହି ପଦକ୍ଷପ କୁ ଗୃହ ମାଲିକ ମାନେ ନିନ୍ଦା କରିବା ସହ ଆପାର୍ଟମେଣ୍ଟ ସମୁଖରେ ଧାରଣ ଦେଇଥିଲେ l ଏବଂ ନୀଳାଚଳ ପାନିଗ୍ରାହୀ ଙ୍କ ବିରୋଧରେ ଦାନଗଦି BDO ଓ Tahashildar ଙ୍କୁ ଏକ ଅଭିଯୋଗପତ୍ର ଦେଇଥିଲେ l ସ୍ପ୍ରିଙ୍ଗ ଭିଲେ ଆପାର୍ଟମେଣ୍ଟ ର director ଓ marketing manager ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଏହିଭଳି ପଦକ୍ଷପ ନେଉଛନ୍ତି ବୋଲି କହିଛନ୍ତି ସ୍ପ୍ରିଙ୍ଗ ଭିଲେ ଆପାର୍ଟମେଣ୍ଟ ର maintenance vender ପଦ୍ମିନୀ ଜେନା l ସମସ୍ତ ସ୍ଥାୟୀ ଗୃହ ମାଲିକ ମାନଙ୍କ ସହମତି ରେ ୱେଲ ଫେୟାର ଆସୋସିଏସନ କରିବାକୁ ଗୃହ ମାଲିକ ମାନେ ଦାବି କରିଛନ୍ତି ଯଦି ଏହା ନକରାଯାଏ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସମସ୍ତ ଗୃହ ମାଲିକ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking