32.1 C
Bhubaneswar
Tuesday, April 23, 2024
Homeସ୍ୱାସ୍ଥ୍ୟସକାଳୁ ଖାଲି ପେଟରେ ଜୁଆଣି ପାଣି ପିଇଲେ କ'ଣ ଲାଭ ମିଳେ

ସକାଳୁ ଖାଲି ପେଟରେ ଜୁଆଣି ପାଣି ପିଇଲେ କ’ଣ ଲାଭ ମିଳେ

ଭୁବନେଶ୍ୱର: ପ୍ରତ୍ୟେକ ମନୁଷ୍ୟ ତାର ଜୀବନରେ ସବୁବେଳେ ସୁସ୍ଥ ଓ ନିରୋଗ ରହିବା ପାଇଁ ଇଚ୍ଛା କରିଥାଏ । କିନ୍ତୁ ସବୁ ମନୁଷ୍ୟଙ୍କ ଜୀବନରେ ଏହା ହୋଇନଥାଏ  । କାରଣ ତାର ଖରାପ ଦିନଚର୍ଯ୍ୟ ପାଇଁ । ମନୁଷ୍ୟ ନିଜର ଖାଦ୍ୟ ପେୟରେ ସନ୍ତୁଳନ ନ ରଖିଲେ ତାକୁ ବିଭିର୍ଣ୍ଣ ପ୍ରକାରର ରୋଗର ସମ୍ମୁଖିନ ହେବାକୁ ପଡିଥାଏ । ଏହି ସବୁ ରୋଗରୁ ମୁକ୍ତି ଅତି ସହଜରେ ପାଇପାରିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହା ଏହି ଜିନିଷକୁ ସେବନ କରି ବହୁତ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ ।

ଏହି ଜିନିଷ ଟି ହେଲା ଜୁଆଣି । ଆୟୁର୍ବେଦରେ ଜୁଆଣିକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଜୁଆଣି ମୁଖ୍ୟତଃ ବାତ  ଓ ପିତ ନାଶକ ହୋଇଥାଏ । ବାତ ର ଅର୍ଥ ଗ୍ୟାସ ଯଦି ଆପଣଙ୍କ ଶରୀରରେ ଗ୍ୟାସ ହୋଇଥାଏ ତେବେ ଏହା ତାକୁ ଶେଷ କରିଦିଏ । ପିତର ଅର୍ଥ ଏସିଡିଟି ।

ଶରୀରରେ ଗ୍ୟାସ ଥିଲେ ବା ବାତ ଥିଲେ ଶରୀରର ବିଭିର୍ଣ୍ଣ ଅଙ୍ଗକୁ ଗ୍ୟାସ ବ୍ୟାପିଯାଇ ଶରୀରରେ ବଥା ସୃଷ୍ଟି କରିଥାଏ । ଏହାଦ୍ୱାରା ଆଣ୍ଠୁ ଗଣ୍ଠି , ଅଣ୍ଟା ବିନ୍ଧା , ପେଟ ସମସ୍ୟା ଆଦି ହୋଇଥାଏ । ଏହାକୁ ଜୁଆଣି ଦ୍ୱାରା ଠିକ କରି ହୁଏ ।

ଗଳାରେ ଜ୍ବଳନ , ଆମ୍ବିଲା ହେକୁଟି , ପେଟ ରୋଗ , ଡାଇବେଟିସ , ରକ୍ତ ଚାପ , ହୃଦୟ ସମସ୍ୟା ଆଦି ରୋଗ ପିତା କାରଣରୁ ହୋଇଥାଏ । ଜୁଆଣି ଦ୍ୱାରା ଏହି ସବୁ ରୋଗକୁ ସମାପ୍ତ କରିହୁଏ । ଆସନ୍ତୁ ଜାଣିବା ଜୁଆଣିକୁ କିପରି ସେବନ କରିବେ । ଜୁଆଣିକୁ ପାଣି , ଖୀର , ତରକାରୀ ଇଦ୍ୟଦି ସହ ନେଇ ପାରିବେ । ଲୁଣସହ ବି ନେଇପାରିବେ । ସାଧାରଣ ଭାବରେ ଏକ ଚାମଚ ଜୁଆଣିକୁ ପାଣିରେ ପକାଇ ରାତି ସାରା ବତୁରାଇ ସକାଳୁ ଏହି ପାଣିକୁ ଖାଲି ପେଟରେ ପିଇବା ଉଚିତ ।

ମୋଟାପଣ ବହୁତ ଶିଘର ଭଲ କରିବା ପାଇଁ ସକାଳୁ ଉଠି ବିନା ବ୍ରସ କରି ଖାଲି ପେଟରେ ପାଖା ପାଖି ୬ ମାସ ଲଗାତାର ସେବନ କରିବା ଦ୍ୱାରା ଓଜନ ୧୦୦ କିଲରୁ୪୦କିଲ ପର୍ଯ୍ୟନ୍ତ ଓଜନ କମାଇ ପାରିବେ । ପେଟରେ ଗ୍ୟାସ ଥିଲେ , ଏସିଡିଟି ଥିଲେ , କୋଷ୍ଟକାଠିନ୍ୟ ଥିଲେ ସକାଳୁ ଉଠି ଖାଲି ପେଟରେ ଏହି ଜୁଆଣି ପାଣିକୁ ପିଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଯାଏ । ଡାଇବେଟିସ ଭଳି ରୋଗରୁ ମୁକ୍ତି ପାଇଁ ଡାକ୍ତର ପାଖକୁ ଯିବା ଆବଶ୍ୟକ ନାହିଁ ।

କେବଳ ସକାଳୁ ଉଠି ଏହି ଜୁଆଣି ପାଣିକୁ ଖାଲି ପେଟରେ ପ୍ରତି ଦିନ ପିଇବା ଦ୍ୱାରା ଡାଇବେଟିସ ଭଲ ହୋଇଥାଏ । ଉଚ୍ଚ ରକ୍ତ ଚାପ ସମସ୍ୟାରୁ ରକ୍ଷା ପାଇବା ପାଇଁ ସକାଳୁ ଉଠି ଖାଲି ପେଟରେ ପାଣି ପିଅନ୍ତୁ ନଚେତ ଦୁଇ ତିନୋଟି ବେଲ ପତ୍ର ଖାଲି ପେଟରେ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଆପଣଙ୍କୁ ଆଣ୍ଠୁ ଗଣ୍ଠି ବାତ ଥିଲେ କିମ୍ବା କୌଣସି ହାଡ ସମସ୍ୟା ଥିଲେ ।

ସକାଳୁ ଉଠି ଜୁଆଣି ପାଣିକୁ ପ୍ରତିଦିନ ପିଅନ୍ତୁ ଦେଖିବା ଆପଣଙ୍କ ଶରୀରରେ ଥିବା ସବୁ ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଏହି ଭଳି ଆପଣଙ୍କୁ ଆଣ୍ଠୁ ଗଣ୍ଠି ବାତ ଥିଲେ କିମ୍ବା କୌଣସି ହାଡ ସମସ୍ୟା ଥିଲେ ସକାଳୁ ଉଠି ଜୁଆଣି ପାଣିକୁ ପ୍ରତିଦିନ ପିଅନ୍ତୁ ଦେଖିବା ଆପଣଙ୍କ ଶରୀରରେ ଥିବା ସବୁ ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଏହି ଭଳି ଜୁଆଣିର ପ୍ରୟୋଗ କରି ସବୁ ରୋଗର ନିରାକରଣ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking