43.9 C
Bhubaneswar
Friday, April 19, 2024
Homeଓଡିଶା୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟିଂ

୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟିଂ

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ କୁ ନେଇ ସିଇଓ ଙ୍କ ପ୍ରେସ ମିଟ୍ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଇବାକୁ ଗୁରୁତ୍ୱ । ସମ୍ବେଦନ ଶୀଳ ବୁଥ୍ ରେ କଡା ସୁରକ୍ଷା ବ୍ୟବସ୍ଥା ହେବ । ୫୦ ପ୍ରତିଶତ ବୁଥ ରେ କରାଯିବ ଭିଡିଓ ଗ୍ରାଫି । କେନ୍ଦ୍ରୀୟ ଫୋର୍ସ ମଧ୍ୟ ବିଭିନ୍ନ ବୁଥରେ ମୁତୟନ ହେବେ । ଭୋଟର ସୁରୁଖୁରୁରେ ଭୋଟ ଦେବା ନେଇ ଦିଆଯିବ ଗୁରୁତ୍ୱ । ପୁଲିଂ ବୁଥ ରେ ବି କଡାକଡି ବ୍ୟବସ୍ଥା । ଅପରାଧିକ ଗତିବିଧିରେ ସମ୍ପୃକ୍ତ ଥିବା ଲୋକଙ୍କ ଉପରେ ରହିବ ନଜର । ବ୍ରଜରାଜ ନଗରରେ ୫ଟି ପିଙ୍କ ବୁଥ କୁ ମିଶାଇ ହୋଇଛି ୨୭୯ ବୁଥ । ଭୋଟ ଗ୍ରହଣ ଦିନ ଛୁଟି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking