ରାଜ୍ୟରେ ଶୀତର ପ୍ରକୋପ : ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ । ୧୫ ଡିଗ୍ରୀତଳେ ୧୧ଟି ସହର ରହିଛି । ୯.୬ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଛି । ଫୁଲବାଣୀ ଓ ଦାରିଙ୍ଗବାଡିର ତାପମାତ୍ରା ୧୦.୦୫ଡିଗ୍ରୀ ରହିଛି। ଅନୁଗୁଳ – ୧୧, କୋରାପୁଟ – ୧୧.୬, ଭବାନୀପାଟଣା – ୧୨.୨, ଝାରସୁଗୁଡ଼ା – ୧୩, କେନ୍ଦୁଝର – ୧୩.୮, ବାରିପଦା – ୧୪.୨, ବଲାଙ୍ଗୀର ୧୪.୬ ଓ ସମ୍ବଲପୁରରେ – ୧୪.୭ ଡିଗ୍ରୀ ତାପମାତ୍ରା ରହିଛି। ଭୁବନେଶ୍ୱରରେ ତାପମାତ୍ରା ୧୮ ଓ କଟକରେ ୧୬.୮ ଡିଗ୍ରୀ ରହିଛି ।

LEAVE A REPLY

Please enter your comment!
Please enter your name here