29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗମାଡ଼ି ଆସୁଛି ‘ ନିବାର’

ମାଡ଼ି ଆସୁଛି ‘ ନିବାର’

ଭୁବନେଶ୍ୱର : ବଙ୍ଗୋପସାଗରରେ ଝଡ ‘ନିବାର’ ୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ । ଏହା ଏବେ ଦକ୍ଷିଣ- ଦକ୍ଷିଣ ପୂର୍ବ ପୁଡୁଚେରୀଠାରୁ ୭୦୦ କିଲୋମିଟର ଓ ଦକ୍ଷିଣ- ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୭୪୦ କିଲୋମିଟର ଦୂରରେ ରହିଛି। ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବା ପରେ ଉତ୍ତରପୂର୍ବ ଦିଗରେ ଗତି କରିବ । ଏହା ତାମିଲନାଡୁ-ପଡୁଚେରୀ ଉପକୂଳରେ କାରାଇକାଲ ଓ ମରନାଲାପୁରମ୍‌ ମଧ୍ୟରେ ଦେଇ ୨୫ ତାରିଖ ମଧ୍ୟାହ୍ନ କିିମ୍ବା ଅପରାହ୍‌ଣ ସୁଦ୍ଧା ଅତିକ୍ରମ କରିପାରେ । ଓଡ଼ିଶାରେ ଝଡ଼ର ବିପଦ ନାହିଁ । ହେଲେ ୨୫-୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୨୫ରେ କୋରାପୁଟ, ରାୟଗଡ଼ା ଓ ଗଜପତି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ନଭେମ୍ବର ୨୬ ଲାଗି କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking