28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଅଧିକାଂଶ ରାଜ୍ୟରେ ଏବେ ତାପମାତ୍ରା ଗରମ ରହିଛି । ଦେଶର ରାଜଧାନୀ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏହାରି ମଧ୍ୟରେ ସାଉଥ ୱେଷ୍ଟ ମନସୁନ, ସାଉଥ ଇଷ୍ଟ ଓ ୱେଷ୍ଟ ସେଣ୍ଟ୍ରଲ ବଙ୍ଗଳାର ଅଧିକ ଭାଗରେ ଏହା ବଢିସାରିଛି । ପାଣିପାଗ ବିଭାଗ ମୁତାବିକ, ମୌସୁମୀ ଆସିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି । ୩୦-୩୧ ମେ ପର୍ଯ୍ୟନ୍ତ ମୌସୁମୀ ଆସିପାରେ । ଆଜି ପୂର୍ବ ଉତ୍ତରପ୍ରଦେଶ ରେ ହାଲକା ବର୍ଷା ହେଉଛି । ଏହାବ୍ୟତୀତ ତେଲେଙ୍ଗାନା ର କିଛି ଅଂଚଳ ଓ ସାଉଥ ୱେଷ୍ଟ ମଧ୍ୟପ୍ରଦେଶ ରେ ବି ହାଲକା ବର୍ଷା ହୋଇପାରେ । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବି ବର୍ଷାର ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking