ସ୍ଥଗିତ କଥା ଆମେ ଜାଣିନୁ : ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ଘୋଷଣାରେ ଆସିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । କଟକ ଗୋପାଳପୁରରେ ଆନ୍ଦୋଳନ କରୁଥିବା ଡ୍ରାଇଭରମାନେ ଏଭଳି କହିଛନ୍ତି । ସେମାନେ କହିଛନ୍ତି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ … Continue reading ସ୍ଥଗିତ କଥା ଆମେ ଜାଣିନୁ : ଡ୍ରାଇଭର